Tracked shipping to New Zealand with premium packaging for just NZ$15 

Ship to
New Zealand
0
  • argentina
  • chile
  • colombia
  • españa
  • méxico
  • perú
  • estados unidos
  • internacional

Select your country

Americas

Europe

Rest of the world

portada Duiti Nataka: Kalajanha O Mala Akasha (in Oriya)
Type
Physical Book
Language
Oriya
Pages
136
Format
Paperback
Dimensions
21.6x14x0.8 cm
Weight
0.18 kg.
ISBN13
9781645604419

Duiti Nataka: Kalajanha O Mala Akasha (in Oriya)

Prafulla Kumar Mohanty (Author) · Black Eagle Books · Paperback

Duiti Nataka: Kalajanha O Mala Akasha (in Oriya) - Mohanty, Prafulla Kumar

New Book Imported to New Zealand
Delivery: 02 Dec - 09 Dec Shipping: 5 to 6 business days.
NZ$ 51.44
Import costs and 15% GST included in the price ✅
NZ$ 51.44

Synopsis "Duiti Nataka: Kalajanha O Mala Akasha (in Oriya)"

"କଳାଜହ୍ନ' ୧୯୭୬ ଫେବ୍ରୁଆରି ୨୧ ଓ ୨୨ରେ ଗଞ୍ଜାମ କଳା ପରିଷଦ ଦ୍ୱାରା ନାଟ୍ୟକାରଙ୍କ ନିର୍ଦ୍ଦେଶନାରେ ଅଭିନୀତ ହୋଇଛି । ପୁଣି ୧ । ୪ । ୧୯୭୬ରେ ରବୀନ୍ଦ୍ର ମଣ୍ଡପରେ ମଧ୍ୟ ଅଭିନୀତ ହୋଇଛି । "ମଲା ଆକାଶ' ୧୮ । ୬ । ୧୯୭୬ରେ ଗଞ୍ଜାମ କଳା ପରିଷଦ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଆଲୋକ ଓ ଶବ୍ଦଗ୍ରହଣ ତଥା ନାଟ୍ୟକାର ଶ୍ରୀଯୁକ୍ତ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଜୟପୁରରେ ଅଭିନୀତ ହୋଇଛି । ଇଂରାଜୀ ଭାଷା-ସାହିତ୍ୟ ଓ ସରଙ୍ଗମଞ୍ଚ ସଂପର୍କରେ ଗଭୀର ଅନୁଭବ ଥିବା ଏହି କଳାପ୍ରାଣ ବ୍ୟକ୍ତି କ'ଣ ପାଇଁ ଆଉ ନାଟକ ଲେଖିବାକୁ ମନ ବଳାଇ ନାହାନ୍ତି ଆମେ ଜାଣୁନା ମାତ୍ର ପାନ ଗୁଆ ଖର୍ଚ୍ଚ ହିସାବରୁ ଭୋଜିର ବିଶାଳତା ଅନୁମାନ କରିବା ଭଳି ଏ ଦୁଇଟି ନାଟକରୁ ତାଙ୍କର ଚିନ୍ତା ଓ ପ୍ରକାଶ ଭଙ୍ଗୀରେ ନୂତନତା ଆମେ ଖୋଜି ପାଇବା । "କଳାଜହ୍ନ' ସେ ସମୟର ଉଚ୍ଚପ୍ରଶଂସିତ ନାଟକ, ଯେଉଁ ନାଟକ ମାଧ୍ୟମରେ ଅନେକ ଅଭିନେତା ଅଭିନେତ୍ରୀ ନାଟକ ଜଗତରେ ଆଦ୍ୟପାଦ ସ୍ଥାପିଥିଲେ । ଏହି ସମୟରେ ପ୍ରଫେସର ମହାନ୍ତି ପାଶ୍ଚାତ୍ୟ ନାଟ୍ୟତତ୍ତ୍ୱ ଓ ନାଟକ ସଂପର୍କରେ ଶିକ୍ଷାଦାନ କରିଛନ୍ତି । ରେଭେନ୍]ସା କଲେଜରେ ଅନେକ ଅନୂଦିତ ପାଶ୍ଚାତ୍ୟ ନାଟକ ଅଭିନୀତ ହୋଇଛି ଯାହା ସହିତ ସେ ଜଡ଼ିତ ହୋଇଛନ୍ତି । ଦୀର୍ଘଦିନର ନାଟ୍ୟାନୁରାଗକୁ ନେଇ ସେ ଲେଖିଛନ୍ତି କେତୋଟି ନାଟକ

Customers reviews

Frequently Asked Questions about the Book

All books in our catalog are Original.
The book is written in Oriya .
The binding of this edition is Paperback.

Questions and Answers about the Book

Do you have a question about the book? Login to be able to add your own question.

Opinions about Bookdelivery

More customer reviews